ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ ୨୨ରେ ନେବେ ଶପଥ

ନୂଆଦିଲ୍ଲୀ : ଓଡ଼ିଶାରୁ ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ। ଏହି ଚାରି ଜଣ ସଦସ୍ୟ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା। କିନ୍ତୁ କରୋନା କଟକଣା ଓ ଲକ୍‌ଡାଉନ ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦେଇଥିଲେ। ଆଜି ରାଜ୍ୟସଭା ସଚିବାଳୟ … Continue reading ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ ୨୨ରେ ନେବେ ଶପଥ